Security Guard

Bright Security Service

Badambadi Colony, Cuttack

₹11,000 - ₹30,000 monthly

Fixed

11000 - ₹30000

Earning Potential

30,000

Field Job

Full Time

Any experience

No English Required

Job Details

Interview Details

Job highlights

Fast HR reply

57 applicants

Benefits include: Overtime Pay, PF, Flexible Working Hours, ESI (ESIC), Food/Meals, Accommodation

Job Description

ସିକ୍ୟୁରିଟି ଗାର୍ଡ ନିଯୁକ୍ତି ସୂଚନା

କମ୍ପାନୀ ନାମ: Bright Security Service

ପଦବୀ: ସିକ୍ୟୁରିଟି ଗାର୍ଡ

କାର୍ଯ୍ୟ ସ୍ଥାନ: କଟକ ଓ ନିକଟସ୍ଥ ଅଞ୍ଚଳ

🔰 କାମର ବିବରଣୀ:କମ୍ପାନୀ, ଅଫିସ ଓ ବିଲ୍ଡିଂର ସୁରକ୍ଷା ଦେଖାଶୁଣା କରିବା

  • ଗେଟ୍‌ରେ ଡ୍ୟୁଟି କରି ଆସା-ଯାଇ ଲୋକଙ୍କ ରେକର୍ଡ ରଖିବା
  • ଭିଜିଟର ଚେକ୍ ଓ ଭେରିଫିକେସନ୍ କରିବା
  • ଡେ ଓ ନାଇଟ୍ ଶିଫ୍ଟରେ ସତର୍କ ରହିବା
  • ଆପତ୍‌କାଳୀନ ସମୟରେ ତୁରନ୍ତ କାର୍ଯ୍ୟ କରିବା

🎯 ଯୋଗ୍ୟତା:ଅନୁନ୍ୟ 8ମ / 10ମ ପାସ୍

  • ଶାରୀରିକ ଭାବେ ସୁସ୍ଥ ହେବା ଆବଶ୍ୟକ
  • ବୟସ: 18 ରୁ 50 ବର୍ଷ
  • ଅନୁଭବ ଥିଲେ ଭଲ (ନଥିଲେ ମଧ୍ୟ ଆବେଦନ କରିପାରିବେ)

💰 ବେତନ ଓ ସୁବିଧା:ବେତନ: ₹11,000 – ₹30,000 (ଅନୁଭବ ଅନୁସାରେ)

  • ମାଗଣା ରହିବା (Free Accommodation)
  • ମେସ୍ ସୁବିଧା (ଖାଦ୍ୟ ବ୍ୟବସ୍ଥା)
  • ୟୁନିଫର୍ମ ସୁବିଧା
  • PF / ESIC ସୁବିଧା (ଯଦି ଉପଲବ୍ଧ)

⏰ ଡ୍ୟୁଟି ସମୟ:8 ଘଣ୍ଟା / 12 ଘଣ୍ଟା ଶିଫ୍ଟ (ଡେ ଓ ନାଇଟ୍)

Job role

Department

Security Services

Role / Category

Security Services

Employment type

Full Time

Shift

Day Shift

Job requirements

Experience

Any experience

Education

10th or Below 10th

Skills

Firearms handling, Security techniques, Security guard training, Document creation, Filling records, Organise records, Document production, Document preparation, Security tools, Security protocols, Updating records, Maintain documentation, Security inspection, Document management, Security procedures

English level

No English Required

Regional language

Fluent in speaking Oriya, Hindi

Age limit

18 - 60 years

Gender

Any gender

About company

Name

Bright Security Service

Address

Badambadi, Cuttack, Odisha, India

Job posted by Bright Security Service

FAQs about this job

Show all

Apply for job